Loading...

299 Big Street, Govindpur, India

Open daily 10:00 AM to 10:00 PM

Nandini Tu Mate Kalu Your Astrology Guru Lyrics In Odia Font

Human Sagar

Your Astrology Guru Lyrics

ନନ୍ଦିନୀ…..ତୁ ମତେ କଲୁ
ନିକମା ନିକମା ନିକମା ନିକମା

Nandini Tu Mate Kalu Nikama Your Astrology Guru Lyrics In Odia Language


ଆଖି ତୋର ନୀଳ କଇଁ
ତୁ ମୋ ରାଜ ନନ୍ଦିନୀ
ଚାଲି ତୋର ରାଜ ହଂସୀ
ତୁ ମୋ ଗଜ ଗାମୀନି


ଆଖି ତୋର ନୀଳ କଇଁ
ତୁ ମୋ ରାଜ ନନ୍ଦିନୀ
ଚାଲି ତୋର ରାଜ ହଂସୀ
ତୁ ମୋ ଗଜ ଗାମୀନି
ଆଖି ତୋର ନୀଳ କଇଁ
ତୁ ମୋ ରାଜ ନନ୍ଦିନୀ
ଚାଲି ତୋର ରାଜ ହଂସୀ
ତୁ ମୋ ଗଜ ଗାମୀନି
ତୋ ହୃଦୟରେ ମୁଁ ତ ଅଛିରେ
ତୋ ହୃଦୟରେ ମୁଁ ତ ଅଛିରେ
ମୋ ହୃଦୟରେ ଅଛୁ ତୁ
ନନ୍ଦିନୀ…..ତୁ ମତେ କଲୁ
ନିକମା ନିକମା ନିକମା ନିକମା
ନନ୍ଦିନୀ…..ତୁ ମତେ କଲୁ
ନିକମା ନିକମା ନିକମା ନିକମା
ତୋ ଚାଲିରେ ତୋ କଥାରେ
ତୋ ହସରେ ତୋ ବାସ୍ନାରେ
ନିଦ ଲାଗୁ ନାହିଁ ଜମା
ତୁ ମତେ କଲୁ ନିକମା ନିକମା ନିକମା
ଆଖି ତୋର ନୀଳ କଇଁ
ତୁ ମୋ ରାଜ ନନ୍ଦିନୀ







ଆଜି ପରେ କାଲି ହେବ ଦୁଇ ଦିନ
ସ୍ମୁତି ରହିଗଲା ସାଥି
ଦୁନିଆର ଖେଳ ଦୁଇଟି ଦିନିଆ
ଜନମ ମରଣ ସାଥି
ହୋ ତୁମକୁ ମୁ କେତେ ଭଲପାଏ ସାଥି
କହି ତ ପାରୁନି କିଛି
ଅଭୁଲା ଦିନର ଅଭୁଲା ସ୍ମୃତିକୁ
କେମିତି ପାରିବି ଭୁଲି
ସବୁ ସମୟରେ ସବୁ ମୁହୂର୍ତ୍ତରେ
ସବୁ ସମୟରେ ସବୁ ମୁହୂର୍ତ୍ତରେ
ମୋ ହୃଦୟର ରାଣୀ ତୁ
ନନ୍ଦିନୀ…..ତୁ ମତେ କଲୁ
ନିକମା ନିକମା ନିକମା ନିକମା
ନନ୍ଦିନୀ…..ତୁ ମତେ କଲୁ
ନିକମା ନିକମା ନିକମା ନିକମା
ତୋ ଚାଲିରେ ତୋ କଥାରେ
ତୋ ହସରେ ତୋ ବାସ୍ନାରେ
ନିଦ ଲାଗୁନାହିଁ ଜମା
ତୁ ମତେ କଲୁ
ନିକମା ନିକମା ନିକମା
ଆଖି ତୋର ନୀଳ କଇଁ
ତୁ ମୋ ରାଜ ନନ୍ଦିନୀ






ଜହ୍ନକୁ ଦେଖିକି କେତେ ମୁଁ ଭାବୁଚି
ବୋହୁ ଚୋରି ଖେଳ ଦିନ
ପୁନେଇ ରାତିର ସେଇ ଚୋରା ପ୍ରେମ
ଭୁଲି ତ ପାରୁନି ମନ
ହୋ ଦିନେ ନଦେଖିଲେ ପାଗଳ ହୁଏ ମୁଁ
ତୁମ ମିଠା ହସ ମୁହଁ
ଗୋଲାପୀ ଓଠରୁ ମୁକୁତା ଝରେ ଲୋ
ସତେ କି କୋଇଲି କୁହୁ
ଏଇ ଜନମରେ ତୁ ତ ହବୁରେ
ଏଇ ଜନମରେ ତୁ ତ ହବୁରେ
ମୋ ଜୀବନର ସାଥି ତୁ
ନନ୍ଦିନୀ…..ତୁ ମତେ କଲୁ
ନିକମା ନିକମା ନିକମା ନିକମା
ନନ୍ଦିନୀ…..ତୁ ମତେ କଲୁ
ନିକମା ନିକମା ନିକମା ନିକମା
ତୋ ଚାଲିରେ ତୋ କଥାରେ
ତୋ ହସରେ ତୋ ବାସ୍ନାରେ
ନିଦ ଲାଗୁନାହିଁ ଜମା
ତୁ ମତେ କଲୁ
ନିକମା ନିକମା ନିକମା ନିକମା
ଆଖି ତୋର ନୀଳ କଇଁ
ତୁ ମୋ ରାଜ ନନ୍ଦିନୀ
ଚାଲି ତୋର ରାଜ ହଂସୀ
ତୁ ମୋ ଗଜ ଗାମୀନି


Nandini Tu Mate Kalu Nikama Your Astrology Guru Lyrics In Odia Font







Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00