Your Astrology Guru Lyrics
ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
paichi bhala tate mu Your Astrology Guru Lyrics in odia language
ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
କରିଚି ମତେ ଅଲଗା ମୋ ଦୁନିଆ
ଦେଖିଲେ ଦେଖିଯା ପ୍ରିୟା
ଦେଖିଲେ ଦେଖିଯା ପ୍ରିୟା
ସବୁ ବାଟେ ସବୁ ମୋଡେ
ସ୍ମୁତି ତୋର ବାଟ ଘେରେ
ସବୁଠି ତୋରି ଛୁଆଁ….
ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ପ୍ରିୟା….ପ୍ରିୟା….ପ୍ରିୟା….
ଥିଲି ମୁ ଏକା ବାଆଁରା ପକ୍ଷୀ
ହାତ ବଢ଼େଇ କାଇଁ ଡାକି ଆଣିଲୁ ମତେ
ଦେଲୁ ଏମିତି ପ୍ରେମ ଶିଖେଇ
ଯେତେ ଚାହିଁଲେ ଭୁଲି ମୁ ପାରୁନି ତତେ
ମନ ଆଜି ଆନମନା
ତୋ ବିନା ଶୁନା ଶୁନା
କୁହୁଳେ ଛାତିରେ ଧୂଆଁ….
ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ବାଟ ସରୁନି ପାଦ ଚାଲୁଚି
ମତେ ଲାଗୁଚି ଠିକଣା ହଜିଚି ସତେ
ଓ..ରାତି ପାହୁନି ସ୍ବପ୍ନ ଆସୁନି
ଆଖି ଜାଣିନି ଲୁହର ଓଜନ କେତେ
ପ୍ରେମ କାଲି ଥିଲା ମୋର
ଲାଗେ ଆଜି ବହୁ ଦୂର
ଅସରା ସ୍ମୁତିର ଛୁଆଁ….
ପାଇଚି ଭଲ ତତେ ମୁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ଦେଖିଲେ ଦେଖିଯା ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
««««ଛାଡି ଯାଇଥିଲୁ ମତେ ତୁ ଯଉଠି
ସେଇଠି ହେଇଚି ଠିଆ
ସେଥିପାଇଁ ବୋଧେ ପାନ୍ଥ ଦୀପ ତଳେ
ତୋ ନା ଦେଇଚି ପ୍ରିୟା ପ୍ରିୟା ପ୍ରିୟା»»»»
paichi bhala tate mu Your Astrology Guru Lyrics in odia language
Thank You