Loading...

299 Big Street, Govindpur, India

Open daily 10:00 AM to 10:00 PM

Om Jay Jagannath Hare Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଓମ ଜୟ ଜଗନ୍ନାଥ ହରେ

om jay jagannath hare Your Astrology Guru Lyrics in odia language


ଓମ ଜୟ ଜଗନ୍ନାଥ ହରେ
ଓମ ଜୟ ଜଗନ୍ନାଥ ହରେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଚଳନ୍ତି ତୁମ ଆଜ୍ଞାରେ
ଓମ ଜୟ ଜଗନ୍ନାଥ ହରେ

((( ଓମ ଜୟ ଜଗନ୍ନାଥ ହରେ
ଓମ ଜୟ ଜଗନ୍ନାଥ ହରେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଚଳନ୍ତି ତୁମ ଆଜ୍ଞାରେ
ଓମ ଜୟ ଜଗନ୍ନାଥ ହରେ )))


ଗଛରେ ଦେଇଛ ତୁମେ ଫଳ
ଫୁଲରେ ଦେଇଛ ବାସ
ପ୍ରଭୁ ଫୁଲରେ ଦେଇଛ ବାସ
ଏ ସଂସାର ତୁମ ଖେଳ ଘର
ଏ ସଂସାର ତୁମ ଖେଳ ଘର
ଖେଳାଅ ଆପଣା ଇଛାରେ
ଓମ ଜୟ ଜଗନ୍ନାଥ ହରେ

((( ଓମ ଜୟ ଜଗନ୍ନାଥ ହରେ
ଓମ ଜୟ ଜଗନ୍ନାଥ ହରେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଚଳନ୍ତି ତୁମ ଆଜ୍ଞାରେ
ଓମ ଜୟ ଜଗନ୍ନାଥ ହରେ )))


ବେଦିରେ ମଉନେ ବସିଅଛ
ଚକା ଚକା ଆଖି ମେଲି
ପ୍ରଭୁ ଚକା ଚକା ଆଖି ମେଲି
ଅଚଳ ମେରୁ ହେ ମହାବାହୁ
ଅଚଳ ମେରୁ ହେ ମହାବାହୁ
ବିଜେ ଲକ୍ଷେ ଶାଳଗ୍ରାମରେ
ଓମ ଜୟ ଜଗନ୍ନାଥ ହରେ

((( ଓମ ଜୟ ଜଗନ୍ନାଥ ହରେ
ଓମ ଜୟ ଜଗନ୍ନାଥ ହରେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଚଳନ୍ତି ତୁମ ଆଜ୍ଞାରେ
ଓମ ଜୟ ଜଗନ୍ନାଥ ହରେ )))


ଚହଟ ଚିକଣ କଳା ମୁଖ
ସୁନ୍ଦର କମଳ ଡୋଳା
ସ୍ୱାମୀ ସୁନ୍ଦର କମଳ ଡୋଳା
ଭକତ ଭାବରେ ହୁଅ ଭୋଳ
ଭକତ ଭାବରେ ହୁଅ ଭୋଳ
ଭୋଳା ତୁମେ ଭବ ସାଗରେ
ଓମ ଜୟ ଜଗନ୍ନାଥ ହରେ

((( ଓମ ଜୟ ଜଗନ୍ନାଥ ହରେ
ଓମ ଜୟ ଜଗନ୍ନାଥ ହରେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଚଳନ୍ତି ତୁମ ଆଜ୍ଞାରେ
ଓମ ଜୟ ଜଗନ୍ନାଥ ହରେ )))


କରୁଣା ସାଗର କୃପାସିନ୍ଧୁ
ଦୀନବନ୍ଧୁ ଦୁଃଖ ହାରି
ପ୍ରଭୁ ଦୀନବନ୍ଧୁ ଦୁଃଖ ହାରି
ଦୟଣା ଚୂଳରେ କେଡେ ଶୋଭା
ଦୟଣା ଚୂଳରେ କେଡେ ଶୋଭା
କୌସ୍ତୁବା ମଣି ହୃଦରେ
ଓମ ଜୟ ଜଗନ୍ନାଥ ହରେ

((( ଓମ ଜୟ ଜଗନ୍ନାଥ ହରେ
ଓମ ଜୟ ଜଗନ୍ନାଥ ହରେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଚଳନ୍ତି ତୁମ ଆଜ୍ଞାରେ
ଓମ ଜୟ ଜଗନ୍ନାଥ ହରେ )))


ଆନ ଗତି ନାହିଁ ନାଥ ମୋର
କାଳିଆ ଠାକୁର ଭରଷା
ସତେ କାଳିଆ ଠାକୁର ଭରଷା
କ୍ଷେତ୍ରେ ରହି ନେତ୍ରେ ଦେଖୁଥିବି
କ୍ଷେତ୍ରେ ରହି ନେତ୍ରେ ଦେଖୁଥିବି
ତୁମକୁ ବଡ ଦେଉଳରେ
ଓମ ଜୟ ଜଗନ୍ନାଥ ହରେ

((( ଓମ ଜୟ ଜଗନ୍ନାଥ ହରେ
ଓମ ଜୟ ଜଗନ୍ନାଥ ହରେ)))

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଚଳନ୍ତି ତୁମ ଆଜ୍ଞାରେ
ଓମ ଜୟ ଜଗନ୍ନାଥ ହରେ

(( ଓମ ଜୟ ଜଗନ୍ନାଥ ହରେ
ଓମ ଜୟ ଜଗନ୍ନାଥ ହରେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଚଳନ୍ତି ତୁମ ଆଜ୍ଞାରେ
ଓମ ଜୟ ଜଗନ୍ନାଥ ହରେ )))

om jay jagannath hare Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00