Loading...

299 Big Street, Govindpur, India

Open daily 10:00 AM to 10:00 PM

Rakhi Bandhili Mo Your Astrology Guru Lyrics In Odia Font

Your Astrology Guru Lyrics

ରାକ୍ଷୀ ବାନ୍ଧିଲି ମୁଁ ରଖିବ ମାନ


Rakhi Bandhili Mo Your Astrology Guru Lyrics In Odia Language

ଝିଅ
ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ
ହେ ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ
ପୁଅ
ତୋ ଆଖିରେ କେବେ ଦେବିନି ମୁଁ ଲୁହ
ତୋ ଆଖିରେ କେବେ ଦେବିନି ମୁଁ ଲୁହ
ହସେଇବି ତତେ ସାରା ଜୀବନ
ଝିଅ
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ପୁଅ
ରାକ୍ଷୀ ବାନ୍ଧିଲୁ ତୋ ରଖିବି ମାନ
ଝିଅ
ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ

ଝିଅ
ହଜି ଯାଇଥିଲେ
ପୁଅ
ଖୋଜି ଆଣିବି
ଝିଅ
ଭାଙ୍ଗି ଯାଇଥିଲେ
ପୁଅ
ଗଢେଇ ଦେବି
ଝିଅ
ହାତ ଧରି ତୋର ଚାଲିବା ଶିଖିଚି
ପୁଅ
ବାଟ ଭୁଲି ଗଲେ ବତେଇ ଦେବି
ଝିଅ
ଏ ନିଦ ନ ଆସିଲେ
ପୁଅ
ଗପ କହିବି
ଝିଅ
ଅବୁଝା ମୁଁ ହେଲେ
ପୁଅ
ବୁଝେଇ ଦେବି
ଝିଅ
ରାଗି ରୁଷି ଗଲେ
ପୁଅ
ମନେଇ ମୁଁ ନେବି
ଝିଅ
ଅବାଟକୁ ଗଲେ
ପୁଅ
ଟାଣି ଆଣିବି
ତୋ ଦେହରେ କେବେ ବାଜିବନୀ କଣ୍ଟା
ତୋ ଦେହରେ କେବେ ବାଜିବନୀ କଣ୍ଟା
ଜଗି ଥିବି ତତେ ସାରା ଜୀବନ
ଝିଅ
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ପୁଅ
ରାକ୍ଷୀ ବାନ୍ଧିଲୁ ତୋ ରଖିବି ମାନ
ଝିଅ
ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ

ଝିଅ
ଝୁଣ୍ଟି ପଡିଲେ ମୁଁ
ପୁଅ
ଉଠେଇ ନେବି
ଝିଅ
ଚାଲି ନ ପାରିଲେ
ପୁଅ
କାଖେଇ ନେବି
ଝିଅ
ଦୁଃଖ ଭୁଲି ତୋଠୁ ହସିବା ଶିଖିଚି
ପୁଅ
ବଞ୍ଚିବାର ମଜା ଚଖେଇ ଦେବି
ଝିଅ
ଆରେ ଗୋଡ ଖସି ଗଲେ
ପୁଅ
ଧରି ମୁଁ ନେବି
ଝିଅ
ଟଳ ମଳ ହେଲେ
ପୁଅ
ସମ୍ଭାଳି ଦେବି
ଝିଅ
ଅନ୍ଧାରରେ ବାଟ
ପୁଅ
ଦେଖେଇ ଦେବି
ଝିଅ
ଗଣ୍ଠି ପଡି ଗଲେ
ପୁଅ
ଫିଟେଇ ଦେବି
ତୋ ଇଛାରେ କେବେ ଦେବିନି ମୁଁ ବାଧା
ତୋ ଇଛା ରେ କେବେ ଦେବିନି ମୁଁ ବାଧା
ସତ ହବ ଦିନେ ଆମ ସପନ
ଝିଅ
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ପୁଅ
ରାକ୍ଷୀ ବାନ୍ଧିଲୁ ତୋ ରଖିବି ମାନ

ଝିଅ
ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ
ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ
ପୁଅ
ତୋ ଆଖିରେ କେବେ ଦେବିନି ମୁଁ ଲୁହ
ତୋ ଆଖିରେ କେବେ ଦେବିନି ମୁଁ ଲୁହ
ହସେଇବି ତତେ ସାରା ଜୀବନ
ଝିଅ
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ପୁଅ
ରାକ୍ଷୀ ବାନ୍ଧିଲୁ ତୋ ରଖିବି ମାନ


Rakhi Bandhili Mo Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00