Loading...

299 Big Street, Govindpur, India

Open daily 10:00 AM to 10:00 PM

Saheti Gangara Milana Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଶହେଟି ଗଙ୍ଗାର ମିଳନ ଯେଉଁଠି
ନରେନ୍ଦ୍ର ପୋଖରୀ ସିଏ

Saheti Gangara Milana Jeunthi Your Astrology Guru Lyrics In Odia Language

ଶହେଟି ଗଙ୍ଗାର ମିଳନ ଯେଉଁଠି
ନରେନ୍ଦ୍ର ପୋଖରୀ ସିଏ
ଶହେ ଶଙ୍ଖ ଚକ୍ର ହଜିଛି ଯେଉଁଠି
ଶଙ୍ଖ କ୍ଷେତ୍ର ପୁରୀ ସିଏ
ଶହେ ସରଗର ଦେବତା ଯେଉଁଠି
ଶହେ ସରଗର ଦେବତା ଯେଉଁଠି
ମୋ ଜଗନ୍ନାଥ ପରା ସିଏ
ମୋ ଜଗନ୍ନାଥ ପରା ସିଏ

ବିହନରୁ ଧାନ ହୁଏ, ଧାନରୁ ଚାଉଳ ହୁଏ
ସେ ଚାଉଳ ଶ୍ରୀମନ୍ଦିରେ ଶ୍ରିମହାପ୍ରସାଦ ହୁଏ
ବିହନରୁ ଧାନ ହୁଏ, ଧାନରୁ ଚାଉଳ ହୁଏ
ସେ ଚାଉଳ ଶ୍ରୀମନ୍ଦିରେ ଶ୍ରିମହାପ୍ରସାଦ ହୁଏ
ଅକ୍ଷରରୁ ବ୍ରହ୍ମ ହୁଏ, ଜଗନ୍ନାଥ ନାମ ହୁଏ
ସେ ନାମକୁ ଗାଇଦେଲେ
ଜୀବ ଧନ୍ୟ ହୋଇ ଯାଏ
ଶହେ ବୈଂକୁଠର କରତା ଯେଉଁଠି
ଶହେ ବୈଂକୁଠର କରତା ଯେଉଁଠି
ମୋ ଜଗନ୍ନାଥ ପରା ସିଏ
ମୋ ଜଗନ୍ନାଥ ପରା ସିଏ

ମଣିଷ ଜନମ ହୁଏ, ହେଲେ ସେ କରମ ଦିଏ
ସେ କରମ ନେଇ ଦିନେ, ବାହୁଡ଼ି ଯିବାକୁ ହୁଏ
ମଣିଷ ଜନମ ହୁଏ, ହେଲେ ସେ କରମ ଦିଏ
ସେ କରମ ନେଇ ଦିନେ ବାହୁଡ଼ି ଯିବାକୁ ହୁଏ
ପିଣ୍ଡୁ ପ୍ରାଣ ଛାଡି ଯାଏ, ଆତ୍ମା ଶାରୀ ଉଡ଼ିଯାଏ
ସେଇ ଶାରୀ ଯାଇ ଦିନେ ତା ଚରଣେ ଲୀନ ହୁଏ
ଶହେ ଜନମର ବିଧାତା ଯେଉଁଠି
ଶହେ ଜନମର ବିଧାତା ଯେଉଁଠି
ମୋ ଜଗନ୍ନାଥ ପରା ସିଏ
ମୋ ଜଗନ୍ନାଥ ପରା ସିଏ

ଶହେଟି ଗଙ୍ଗାର ମିଳନ ଯେଉଁଠି
ନରେନ୍ଦ୍ର ପୋଖରୀ ସିଏ
ଶହେ ଶଙ୍ଖ ଚକ୍ର ହଜିଛି ଯେଉଁଠି
ଶଙ୍ଖ କ୍ଷେତ୍ର ପୁରୀ ସିଏ
ଶହେ ସରଗର ଦେବତା ଯେଉଁଠି
ଶହେ ସରଗର ଦେବତା ଯେଉଁଠି
ମୋ ଜଗନ୍ନାଥ ପରା ସିଏ
ମୋ ଜଗନ୍ନାଥ ପରା ସିଏ

Saheti Gangara Milana Jeunthi Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00