Loading...

299 Big Street, Govindpur, India

Open daily 10:00 AM to 10:00 PM

Sakalara Pahili Gadire Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡିରେ

Sakalara Pahili Gadire Your Astrology Guru Lyrics In Odia Language

ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡିରେ
ହେ ହେ ଆହା ହା ହା
ହେ ହେ ଲା ଲା ଲା
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡିରେ
ପରଦେଶୀକୁ ବାନ୍ଧି ପାରିବୁନି
ପରଦେଶୀକୁ ବାନ୍ଧି ପାରିବୁନି
ଗୋରି ତୋ ପଣତରେ…..
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡିରେ



ମେଘକୁ କିଏ ବାନ୍ଧି ପାରିବ
ଝଡକୁ କିଏ ରୋକି ପାରିବ
କଥାରେ କଥାରେ ରହିବ କଥା
ତୁଠରୁ ଲିଭିବ ରଙ୍ଗ ଅଳତା
ଗୋରି ନାଁ ମୋର କାଇଁ ଲେଖିଦେଲୁ
ଗୋରି ନାଁ ମୋର କାଇଁ ଲେଖିଦେଲୁ
ତୋ ମନ ସିଲଟରେ…..
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡିରେ



ସପନକୁ ନାହିଁ ପଞ୍ଜୁରୀ
ପବନକୁ ନାହିଁ ଶିକୁଳି
ରାତିର କାହାଣୀ ସକାଳେ ଶେଷ
ଆଖିର ଲୁହରେ ଲିଭିବ ହସ
ମିଛେ କାହିଁକି ଆଶା ବାନ୍ଧିଲୁ ତୁ
ମିଛେ କାହିଁକି ଆଶା ବାନ୍ଧିଲୁ ତୁ
ସିନ୍ଦୁର ଫରୁଆରେ…..
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡିରେ
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡିରେ
ହେ ହେ ଆହା ହା ହା
ହେ ହେ ଆହା ହା ହା
ହେ ହେ ଆହା ହା ହା
ହୁଁ ହୁଁ ଆହା ହା ହା

Sakalara Pahili Gadire Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00