Loading...

299 Big Street, Govindpur, India

Open daily 10:00 AM to 10:00 PM

Tate Lagilani Mo Najara Your Astrology Guru Lyrics In Odia Language

Kumar Sanu

Your Astrology Guru Lyrics

ତତେ ଲାଗିଲାଣି ମୋ ନଜର
ତୁ ହବୁନି ଲୋ ଆଉ କାହାର

tate lagilani mo najara Your Astrology Guru Lyrics in odia language


ତତେ ଲାଗିଲାଣି…..
ତତେ ଲାଗିଲାଣି ମୋ ନଜର
ତୁ ହବୁନି ଲୋ ଆଉ କାହାର
ତୁ ହବୁନି ଲୋ ଆଉ କାହାର
ତୁ ହବୁ ଜଦି ଆଉ କାହାର
ମୁ ଜାଳିଦେବି ସାରା ସହର
ମୁ ଜାଳିଦେବି ସାରା ସହର
ସହର ଜଳିଯିବ ଚହଳ ପଡ଼ିଯିବ
ହାଟ ସଉଦା ତୋର ଅଧାରେ ରହିଯିବ
ତତେ ମିଳିବନି…..
ତତେ ମିଳିବନି ଶଙ୍ଖା ସିନ୍ଦୂର
ତୁ ହବୁନି ଲୋ ଆଉ କାହାର
ତୁ ହବୁନି ଲୋ ଆଉ କାହାର



ଯିଏ ଯାହା ଯେତେ କଥା କହୁ ଲୋ ମତେ
ମରିଲେବି ଛାଡିବିନି କେବେ ମୁ ତତେ
ହାଁ ଉଡ଼ା ଚଢେଇ ଲୋ ଆଉ ଉଡିବୁ କେତେ
ପଞ୍ଜୁରୀ ସଜେଇଲିଣି ରଖିବି ତତେ
ଚଗଲା ମନ ମୋର ଛାଡ଼ୁନି ଛାଇ ତୋର
ହୃଦୟ ଭିତରଟା ହେଲାଣି କାଚ ଘର
ତୁ ନ ଆସିଲେ…
ତୁ ନ ଆସିଲେ ହବ ଅନ୍ଧାର
ତୁ ହବୁନି ଲୋ ଆଉ କାହାର
ତୁ ହବୁନି ଲୋ ଆଉ କାହାର



ଅଢେଇ ଅକ୍ଷର ପ୍ରେମ ରଙ୍ଗ ହଜାରେ
ମନ ମୋର ହଜେଇଲା ସ୍ବପ୍ନ ବଜାରେ
ହୋ ସପନତ ଗୋଟେ ମୋର ନହେଲେ ସତ
ହାତ କାଟି ଢାଳିଦେବି ନିଜ ରକତ
ରକତ ବହିଯିବ କଥା ତୋ ରହିଯିବ
ଅସରା ପ୍ରେମ ମୋର ଅମର ହେଇଯିବ
ତତେ ପିନ୍ଧେଇବି…..
ତତେ ପିନ୍ଧେଇବି ରକ୍ତ ସିନ୍ଦୂର

ତୁ ହବୁନି ଲୋ ଆଉ କାହାର
ତୁ ହବୁନି ଲୋ ଆଉ କାହାର
ତୁ ହବୁ ଜଦି ଆଉ କାହାର
ମୁ ଜାଳିଦେବି ସାରା ସହର
ମୁ ଜାଳିଦେବି ସାରା ସହର
ସହର ଜଳିଯିବ ଚହଳ ପଡ଼ିଯିବ
ହାଟ ସଉଦା ତୋର ଅଧାରେ ରହିଯିବ
ତତେ ମିଳିବନି…..
ତତେ ମିଳିବନି ଶଙ୍ଖା ସିନ୍ଦୂର
ତୁ ହବୁନି ଲୋ ଆଉ କାହାର
ତୁ ହବୁନି ଲୋ ଆଉ କାହାର

ତୁ ହବୁନି ଲୋ ଆଉ କାହାର
ତୁ ହବୁନି ଲୋ ଆଉ କାହାର

tate lagilani mo najara Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00