Loading...

299 Big Street, Govindpur, India

Open daily 10:00 AM to 10:00 PM

Aare Kalia Suna Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ତୋ ରଙ୍ଗ ଅଧର ଆହା କି ସୁନ୍ଦର
ହାଏ କେଡେ ମନ ଜିଣା

Aare Kalia Suna Your Astrology Guru Lyrics In Odia Language

ତୋ ରଙ୍ଗ ଅଧର ଆହା କି ସୁନ୍ଦର
ହାଏ କେଡେ ମନ ଜିଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା
ପଞ୍ଚ ଉପଚାରେ ତୋର ପୂଜା ପଣ୍ଡା
ସେ ପଣା ବାଢ଼ନ୍ତି ସିନା
ଆରେ କାଳିଆ ସୁନା
ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା



ନଅ ହାଣ୍ଡିକୁ ତିନି ଦିଅଁ
ପଣା ବସୁଚି ମହ ମହ
ଭୋଗ ଲାଗିଲେ ତତେ ଜଗା
ପଣା ହାଣ୍ଡି ତ ହବ ଭଙ୍ଗା
ଆଷାଢ଼ ମାସର ତ୍ରୟୋଦଶୀ ତିଥି
ଏମିତି ସଭିଙ୍କୁ ଜଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା



ଚଣ୍ଡୀ ଚାମୁଣ୍ଡା ଅଶରିରୀ
ଯେତେ ଅଛନ୍ତି ରଥ ଘେରି
ରଥ ପାର୍ଶ୍ୱର ଦେବା ଦେବି
ଚାହିଁ ଅଛନ୍ତି ପଣା ଲାଗି
ସଭିଙ୍କୁ ସନ୍ତୁଷ୍ଟ କରିଦେ କାଳିଆ
କା ମନ ନକରି ଉଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା

ତୋ ରଙ୍ଗ ଅଧର ଆହା କି ସୁନ୍ଦର
ହାଏ କେଡେ ମନ ଜିଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା
ପଞ୍ଚ ଉପଚାରେ ତୋର ପୂଜା ପଣ୍ଡା
ସେ ପଣା ବାଢ଼ନ୍ତି ସିନା
ଆରେ କାଳିଆ ସୁନା
ପିଇଦେ ଅଧର ପଣା
ଆରେ କାଳିଆ ସୁନା
ପିଇଦେ ଅଧର ପଣା


Aare Kalia Suna Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00