Loading...

299 Big Street, Govindpur, India

Open daily 10:00 AM to 10:00 PM

Bapa Bapa Your Astrology Guru Lyrics In Odia Font

Human Sagar

Your Astrology Guru Lyrics

ହାତ ଧରି ମୋର ଚାଲି ଶିଖେଇଲ
ଯେତେ ଅଳି କଲି ସବୁ ସହିଗଲ

Bapa Bapa Your Astrology Guru Lyrics In Odia Language

ହାତ ଧରି ମୋର ଚାଲି ଶିଖେଇଲ
ଯେତେ ଅଳି କଲି ସବୁ ସହିଗଲ
ହାତ ଧରି ମୋର ଚାଲି ଶିଖେଇଲ
ଯେତେ ଅଳି କଲି ସବୁ ସହିଗଲ
ବାପା ବାପା ବାପା
ବାପା ବାପା ବାପା
କୋଉ କଥା ମୋର ତୁମକୁ ଅଛପା
ବାପା ବାପା ବାପା
କେତେ ସୁଖ ମୋର ଜୀବନେ ଭରିଲ
ପୁଅ ପାଇଁ ସବୁ ଆୟୁଷ ସାରିଲ
ବାପା ବାପା ବାପା
ବାପା ବାପା ବାପା
ସବୁ ଦୁଃଖ କଲ ମଥାର ଶିରପା
ବାପା ବାପା ବାପା
ମୋ ବାପା…..




ବିଜୁଳି ମାଇଲେ ତୁମରି ଛାତିରେ
ମୁଣ୍ଡ ଗୁଞ୍ଜି ଶୋଉଥିଲି
ଆଜି ମୁଁ ଜାଣିଲି ସେଇ ଛାତି ତଳେ
ସ୍ୱର୍ଗ ମୋର ଥିଲା ବୋଲି
ହୋ ବିଜୁଳି ମାଇଲେ ତୁମରି ଛାତିରେ
ମୁଣ୍ଡ ଗୁଞ୍ଜି ଶୋଉଥିଲି
ଆଜି ମୁଁ ଜାଣିଲି ସେଇ ଛାତି ତଳେ
ସ୍ୱର୍ଗ ମୋର ଥିଲା ବୋଲି
ଅନ୍ଧାର ରାତିରେ ମୋ ପାଇଁ ଚେଇଁଲ
ଚଲା ବାଟେ ମୋର ରୋଷଣୀ ସାଜିଲ
ବାପା ବାପା ବାପା
ବାପା ବାପା ବାପା
ଲୁଚେଇ ପିଇଲ ନିଜ ଲୁହ ଟୋପା
ବାପା ବାପା ବାପା
ମୋ ବାପା…..




ଯୋଉଠି ଅଛି ମୁଁ ଯେମିତି ଅଛି ମୁଁ
ସବୁ ଆଜି ତୁମ ପାଇଁ
ମନ ମୋ କହୁଛି ସବୁ ଜନମରେ
ଥିବି ତୁମ ପୁଅ ହୋଇ
ହୋ ଯୋଉଠି ଅଛି ମୁଁ ଯେମିତି ଅଛି ମୁଁ
ସବୁ ଆଜି ତୁମ ପାଇଁ
ମନ ମୋ କହୁଛି ସବୁ ଜନମରେ
ଥିବି ତୁମ ପୁଅ ହୋଇ
ତୁମ ପାଇଁ ଆଜି ପରିଚୟ ମୋର
ତୁମେ ମୋ ପାଇଁକି ଚଳନ୍ତି ଠାକୁର
ବାପା ବାପା ବାପା
ବାପା ବାପା ବାପା
ଏଇ ଜୀବନ ମୋ ତୁମ ଅନୁକମ୍ପା
ବାପା ବାପା ବାପା
ମୋ ବାପା…..


Hata Dhari Mora Chali Sikheila Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00